ଏଟିଆର ବ୍ୟୁରୋ:- ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଆସନ୍ତା ୩ ତାରିଖରୁ ୬ ତାରିଖ ଯାଏଁ ଛୁଟି ବାତିଲ ।
ପ୍ରବଳ ବର୍ଷା ସମ୍ଭାବନା ଥିବା ୫ ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଓ ଗଞ୍ଜାମ । ସେହିପପରି ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ା, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲର କିଛି ସ୍ଥାନାରେ ମାତ୍ରଧିକ ବର୍ଷାର ପୂର୍ବାନୁମାନ କରାଯାଇଛି ।