ନୂଆଦିଲ୍ଲୀ(ଏଟିଆର ବ୍ୟୂରୋ):ଭାରତରେ ପ୍ରବେଶ କରିଥିବା ପୁଣି ଜଣେ ଚାଇନ ସୈନ୍ୟଙ୍କୁ କାବୁ କରିଛି ଭାରତୀୟ ସୁରକ୍ଷାକର୍ମୀ । ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଜଣେ ସୈନିକ ବୁଲୁଥିବା ବେଳେ ଭାରତୀୟ ସେନାମାନଙ୍କ ଦ୍ବାରା ଧରାପଡିଛି ।ଚୀନ ସୈନ୍ୟଙ୍କୁ ରଖି ପଚାରୁଚାର କରିଛି ଜାରି ରଖିଥିବା ବେଳେ ସେ ରାସ୍ତା ଭୁଲି ଯାଇ ସୀମାରେ ପହଞ୍ଚିଥିଲେ ବୋଲି କହିଥିଲେ ।
ଚୀନ ସୈନ୍ୟ କେଉଁ ପରିସ୍ଥିତି ନେଇ ଓ କାହିଁକି ଏଲଏସି ଡେଇଁ ଆସିଥିଲେ ତାହା ଜଣାପଡି ନାହିଁ । ଯବାନ ଜଣଙ୍କ କୈାଣସି ଖରାପ ଲକ୍ଷ୍ୟ ନେଇ ପ୍ରବେଶ କରିଥିଲେ କି ନାହିଁ ତାର ମଧ୍ୟ ଯାଞ୍ଚ କରାଯାଇଛି ।
ଚାଇନିଜ୍ ଯବାନ ଜଣଙ୍କ ଗୁରୁଙ୍ଗ ହିଲ୍କୁ ପ୍ରବେଶ କରିବା କ୍ଷଣି ଭାରତୀୟ ସୁରକ୍ଷାକର୍ମୀମାନେ ତାଙ୍କୁ ଧରି ପକାଇଥିଲେ। ଏହାପରେ ତାଙ୍କୁ ବେସ୍ କ୍ୟାମ୍ପକୁ ଅଣାଯାଇଥିଲା । ଭାରତ ଓ ଚୀନ ମଧ୍ୟରେ ଗତ ବର୍ଷ ଜୁନ୍ରୁ ଉତ୍ତେଜନା ଜାରି ରହିଛି । ଦୁଇ ଦେଶ ପୂର୍ବ ଲଦାଖ ଏଲଏସିରେ ବଡ ସଂଖ୍ୟାରେ ସୈନ୍ୟ ମୁତୟନ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024