ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁଣି ରାଜ୍ୟରେ ୧୬୮ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୯୦୯ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୭୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ବାସିନ୍ଦା । ଆଜି ଚିହ୍ନଟ ହୋଇଥିବା ପଜେଟିଭଙ୍କ ମଧ୍ୟରୁ କନ୍ଧମାଳରୁ ସର୍ବାଧିକ ୨୨ ଜଣ ଥିବା ବେଲେ ଓଡ୍ରାଫ୍/ଏନଡିଆରଏଫ/ଅଗ୍ନିଶମ ସେବାର ୧୩ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଏହି କର୍ମଚାରୀମାନେ ପଶ୍ଚିମବଙ୍ଗରୁ ଅମ୍ଫାନ୍ର ଡ୍ୟୁଟି ସାରି ଫେରିଥିଲେ ।
COVID-19 REPORT FOR 13th JUNE
New positive cases: 186
In quarantine: 171
Local contacts: 15(Details of local contacts will be shared by concerned District Administration)
District Wise Cases
1. Khordha: 21
2. Jharsuguda: 2
3. Keonjhar: 11
4. Jajpur: 12
5. Malkangiri: 1— I & PR Department, Odisha (@IPR_Odisha) June 14, 2020
ଖୋର୍ଦ୍ଧାରୁ ୨୧, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୧୧, ଯାଜପୁରରୁ ୧୨, ମାଲକାନଗିରିରୁ ଜଣେ, କଟକରୁ ୧୨, ଜଗତସିଂହପୁରରୁ ୧୧, ଅନୁଗୋଳରୁ ଜଣେ, ଢେଙ୍କାନାଳରୁ ୨, ଭଦ୍ରକରୁ ଜଣେ, ଗଜପତିରୁ ୧୫, ବରଗଡରୁ ୧୬ , କଳାହାଣ୍ଡି ୧୬ , ଗଞ୍ଜାମରୁ ୪ , ପୁରୀରୁ ୭ , ସୁନ୍ଦରଗଡରୁ ୩ , ବଲାଙ୍ଗୀରରୁ ୨, ମୟୁରଭଞ୍ଜରୁ ୧୩ , କେନ୍ଦ୍ରାପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ।
6. Cuttack:12
7. Jagatsinghpur: 11
8. Angul: 1
9. Dhenkanal: 2
10. Bhadrak: 1
11. Gajapati: 15
12. Bargarh: 16
13. Kandhamal: 22
14. Kalahandi: 16
15. Ganjam: 4
16. Puri: 7
17. Sundargarh: 3
18. Bolangir: 2
19. Mayurbhanj: 13
20. Kendrapada:1— I & PR Department, Odisha (@IPR_Odisha) June 14, 2020
ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।
19. NDRF/ODRAF/Fire service returned from Amphan duty in West Bengal: 13
New recoveries: 120
Cumulative tested: 200014
Positive: 3909
Recovered: 2594
Active cases: 1301— I & PR Department, Odisha (@IPR_Odisha) June 14, 2020