ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାର ସ୍ଥିତି ସଂଙ୍ଗିନ ହେବାରେ ଲାଗିଛି । ଏହି ମହାମରୀରେ ପ୍ରତିଦିନ ହଜାର ହଜାର ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ତେବେ ଆଜି ରାଜ୍ୟରେ ୩୨୧୯ଜଣ ନୂଆ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୮୦ରେ ପହଞ୍ଚିଯାଇଛି ।
Covid-19 Report For 1st September
New Positives Cases: 3219
In quarantine: 1931
Local contacts: 1288(Details of local contacts will be shared by concerned Dist Administration)
District Wise Cases
1. Angul: 66
2. Balasore: 194
3. Bargarh: 185
4. Bhadrak: 87
5. Balangir: 10— I & PR Department, Odisha (@IPR_Odisha) September 2, 2020
6. Boudh: 36
7. Cuttack: 400
8. Dhenkanal: 37
9. Gajapati: 27
10. Ganjam: 169
11. Jagatsinghpur: 60
12. Jajpur: 117
13. Jharsuguda: 60
14. Kalahandi: 37
15. Kandhamal: 32
16. Kendrapada: 57
17. Keonjhar: 102
18. Khurda: 731
19. Koraput: 90
20. Malkangiri: 13
21. Mayurbhanj: 137— I & PR Department, Odisha (@IPR_Odisha) September 2, 2020
ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୯୩୧ଜଣ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ବାକି ୧୨୮୮ଟି ଲୋକାଲ କେସ ଅଟେ । ତେବେ ରାଜ୍ୟରେ କରୋନା ସଂକ୍ରମଣର ନୂଆ ହଟସ୍ପଟ ଖୋର୍ଦ୍ଧା ଜିଲ୍ଲା ପାଲଟିଛି । ଆଜି ମଧ୍ୟ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାର ଅଟନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Nawarangpur: 55
23. Nayagarh: 62
24. Nuapada: 49
25. Puri: 217
26. Rayagada: 25
27. Sambalpur: 78
28. Sonepur: 26
29. Sundargarh: 60New Recoveries: 3484
Cumulative Tested: 1891099
Positive: 109780
Recovered: 80770
Active Cases: 28443— I & PR Department, Odisha (@IPR_Odisha) September 2, 2020
ଏହାପରେ ବାଲେଶ୍ୱରରୁ ୧୯୪, ବରଗଡରୁ ୧୮୫, ଗଞ୍ଜାମରୁ ୧୬୦, କେନ୍ଦୁଝରରୁ ୧୦୨, ମୟୂରଭଞ୍ଜରୁ ୧୩୭, ପୁରୀରୁ ୧୨୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୯୭୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୪୪୩ ଟି ଆକ୍ଟିଭ କେସ ରହିଥିବା ବେଳେ ୮୦୭୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୯୧୦୯୯ଟି ସାମ୍ପୁଲ ଟେଷ୍ଟ ହୋଇଛି ।