ଯାଜପୁର ( ଏଟିଆର ବ୍ୟୁରୋ): ଆଜି ସକାଳେ ଯାଜପୁର ଜିଲ୍ଲାରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଏହି ଚିହ୍ନଟ ପରେ ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୮ କୁ ବୃଦ୍ଧି ପାଇଛି । ସେହିଭଳି ଯାଜପୁରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ରୁ ବୃଦ୍ଧି ପାଇ ୨୨ ରେ ପହଞ୍ଚିଛି ।
First Health Update, 30th April
03 New Positive Cases in Jajpur
18 yrs Female & 56 yrs Male
In Katikata containment area, Jajpur.
(Both contacts of earlier positive case. WB returnee)65 yrs Male
(Kolkata returnee. Asymptomatic. Under quarantine)Total Positive Cases: 128
— I & PR Department, Odisha (@IPR_Odisha) April 30, 2020
ତେବେ ଆଜି ଚିହ୍ନଟ ୩ ଆକ୍ରାନ୍ତଙ୍କ ନେଇ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଦିଆଯାଇଥିବା ସୂଚନା ଅନୁସାରେ ୩ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ପରୁଷ ଜଣଙ୍କ ବୟସ ୬୫ ବର୍ଷ ସେ କୋଲକାତା ଫେରନ୍ତା । ସେହିଭଳି ଚିହ୍ନଟ ମହିଳା ୨ ଜଣ ଏଠାରୁ ଚିହ୍ନଟ ହୋଇଥିବା ୨ ଜଣଙ୍କ ପରିବାର ସଦସ୍ୟ ।