ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ବ୍ରିଟେନରେ ଦେଖାଦେିଥିବା କରୋନାର ନୁଆ ଓ ମାରାମô୍କ ଷ୍ଟେନକୁ ସଂପୂର୍ଣ୍ଣ ରୁପେ ସକ୍ଷମ ବୋଲି ଭାରତ ସରକାର କହିଛନ୍ତି । ଏକ ଗବେଷଣାରୁ ଜଣାପଡିଛି କୋଭାକ୍ସିନ ଟିକା ନେଥଇବା ବ୍ୟକ୍ତି ବ୍ର୍ରିଟେନରେ ଦେଖାଦେଇଥିବା କରୋନାର ନୁଆ ଷ୍ଟ୍ରେନକୁ ମାତ ନେଇପାରୁଛି ।
ଜାନୁଆରୀ ୩ରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଉତ୍ପାଦିତ କୋଭିସିଲ୍ଡ ଟିକାର ଜରୁରୀ କାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି।ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ଏହି ଟିକାର ଡୋଜ ପ୍ରଦାନ କରାଯାଉଛି ।
ଆଇସିଏମଆର୍ର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ବୈଜ୍ଞାନିକମାନେ କ୍ଟ୍ରକ୍ଷବକ୍ତଙ୍କର କ୍ସରୟଙ୍କମଗ୍ଧସକ୍ଟଦ୍ଭ ଦ୍ଭରଙ୍କଗ୍ଧକ୍ସବକ୍ଷସଚ୍ଛବଗ୍ଧସକ୍ଟଦ୍ଭ ଗ୍ଧରଗ୍ଦଗ୍ଧ କରିଥିଲେ। କୋଭାକ୍ସିନ ଟିକା ବ୍ରିଟେନ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ କି ନାହିଁ, ତା’ର ଯାଞ୍ଚ କରିଥିଲେ। ଗବେଷଣାରୁ ଜଣାପଡ଼ିଛି ଯେ କୋଭାକ୍ସିନ ଟିକା ବ୍ରିଟେନର ନୂଆ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ ବୋଲି ସ୍ପଷ୍ଟ ହୋଇଛି ।