ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମିଟର ଉପର ତଳ ହେବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୦୭ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
Covid-19 Report For 15th Oct
New Positive Cases: 77
Of which 0-18 years: 7
In quarantine: 45
Local contacts: 32(Details of local contacts will be shared by concerned District)
1. Bargarh: 3
2. Balangir: 2
3. Cuttack: 5
4. Deogarh: 3
5. Ganjam: 2
6. Jagatsinghpur: 2— I & PR Department, Odisha (@IPR_Odisha) October 16, 2022
7. Jajpur: 1
8. Jharsuguda: 1
9. Khurda: 9
10. Koraput: 3
11. Mayurbhanj: 1
12. Nayagarh: 1
13. Nuapada: 2
14. Puri: 9
15. Sambalpur: 10
16. Sundargarh: 21
17. State Pool: 2New recoveries: 75
Cumulative tested: 33717457
Positive: 1335454
Recovered: 1325594
Active cases: 606— I & PR Department, Odisha (@IPR_Odisha) October 16, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୫ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୫୪୫୪ ରହିଥିବା ବେଳେ ୬୦୬ ଜଣ ଚିକିତ୍ସିତ ହେଉଛନ୍ତି ।