ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୩୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୪୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୯୯୨ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 13
7. Cuttack: 371
8. Deogarh: 5
9. Dhenkanal: 34
10. Gajapati: 2
11. Ganjam: 6
12. Jagatsinghpur: 101
13. Jajpur: 179
14. Jharsuguda: 6
15. Kalahandi: 9
16. Kandhamal: 29
17. Kendrapada: 196
18. Keonjhar: 51
19. Khurda: 380
20. Koraput: 19
21. Malkangiri: 13— I & PR Department, Odisha (@IPR_Odisha) July 10, 2021
22. Mayurbhanj: 104
23. Nawarangpur: 7
24. Nayagarh: 94
25. Nuapada: 3
26. Puri: 106
27. Rayagada: 38
28. Sambalpur: 21
29. Sonepur: 12
30. Sundargarh: 87
31. State Pool: 76New recoveries: 3341
Cumulative tested: 14490021
Positive: 937470
Recovered: 906519
Active cases: 26364— I & PR Department, Odisha (@IPR_Odisha) July 10, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୩୩୪୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୭୪୭୦ ରହିଥିବା ବେଳେ ଏହି ରୋଗରୁ ୯୦୬୫୧୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୬୩୬୪ ଜଣ ଚିକିତ୍ସିତ ହେଉଛନ୍ତି ।