ଗଞ୍ଜାମ (ଏଟିଆର ବ୍ୟୁରୋ); ମରି ପଡିଛନ୍ତି ୫୦ରୁ ଅଧିକ ଗୋରୁ । ଗଞ୍ଜାମ ଜିଲ୍ଲା ଆସିକା ବ୍ଳକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ତେବେ କେଉଁ କାରଣରୁ ଏହି ମଡକ ହୋଇଛି ତାହା ଜଣା ପଡିନାହିଁ । ମିଳିଥିବା ସୂଚନା ମୁତାବକ ଆସିକା ବ୍ଳକର ଲଣ୍ଡାଜୁଆଳି ଗାଁରେ ୫ ଜଣ ଗୋରୁ ଜଗୁଆଳି ଶତାଧିକ ଗାଇ ରଖି ଗୋଠ କରିଥିଲେ । ହଠାତ ଏହି ଗୋଠରେ ଗୋମଡକ ଦେଖାଦେଇଥିଲା । ଏହା ଦେଖିବା ପରେ ଗୋରୁ ଜଗୁଆଳିମାନେ ଭୟ କରିଯାଇଛନ୍ତି । ଗୋମଡକ ଖବର ପାଇବା ପରେ ପ୍ରାଣୀ ଚିକିତ୍ସା ଅଧିକାରୀ ପହଁନ୍ତି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024