ରାୟପୁରରେ ଅଟକିଛି ତଦନ୍ତ: କ୍ରାଇମବ୍ରାଁଚ ଖୁଆଡରେ ସନ୍ଦିଗ୍ଧ ଯୁବତୀ!

ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଧୀରେ ଧୀରେ ଫିଟୁଛି ଗୁମର । କିଏ ଓ କାହିଁକି ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ସେ ସମ୍ପର୍କରେ ତଥ୍ୟ ହାସଲ ହୋଇଛି । ଖାସ ଏଥିପାଇଁ କ୍ରାଇମବ୍ରାଁଚ ଖୁଆଡକୁ ଆସିଛନ୍ତି ଏବେ ଜଣେ ସନ୍ଦିଗ୍ଧ ଯୁବତୀ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ରାୟପୁରର ଏହି ଯୁବତୀଙ୍କୁ ଅଟକ ରଖାଯାଇ ମାରାଥନ ଜେରା କରାଯାଉଛି । ମୃତ ସୌମ୍ୟଶେଖରଙ୍କ ସୋସିଆଲ ମିଡିଆରୁ ସମ୍ପୃକ୍ତ ଯୁବତୀଙ୍କ ସୁରାକ ମିଳିବା ପରେ ଏବେ ତାଙ୍କୁ … Continue reading ରାୟପୁରରେ ଅଟକିଛି ତଦନ୍ତ: କ୍ରାଇମବ୍ରାଁଚ ଖୁଆଡରେ ସନ୍ଦିଗ୍ଧ ଯୁବତୀ!