ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କିଏ କେଉଁଠି ଆଗରେ ରହିଛି ପଢ଼ନ୍ତୁ । ବିଜୟପୁର- ରାମ ନିବାସ ରାୱତ (କଂଗ୍ରେସ) , ଅମ୍ବା- ସତ୍ୟପ୍ରକାଶ ସକୱାର (ବିଏସପି), ରାଧୋଗଡ- ଜୟବର୍ଦ୍ଧନ ସିଂହ (କଂଗ୍ରେସ), ଦମୋହ- ଜୟନ୍ତ ମଲେୟା (ବିଜେପି ) , ବିଜୟ ରାଘବ ଗଡ – ସଂଜୟ ପାଠକ (ବିଜେପି) , ଭୋପାଳ ଉତ୍ତର – ଆରିଫ୍ ଅକିଲ (କଂଗ୍ରେସ) , ବୁଦ୍ଧନୀ- ଶିବରାଜ ସିଂହ ଚୌହାନ ( ବିଜେପି), ରାଉ- ଜିତୁ ପଟୱାରୀ (କଂଗ୍ରେସ)
ରାଜସ୍ଥାନର ବିଭିନ୍ନ ସ୍ଥାନରେ କିଏ କେଉଁଠି ଆଗରେ ରହିଛି ପଢ଼ନ୍ତୁ । ଚୁରୁ – ରାଜେନ୍ଦ୍ର ରାଠୋର (ବିଜେପି), ସାଙ୍ଗାନେର- ଅଶୋକ (ବିଜେପି), ଟାକ୍ – ସଚିନ ପାଇଲଟ ( କଂଗ୍ରେସ) , ଦେୱଲୀ ଅନିୟାରା – ହରୀଶ ଚନ୍ଦ୍ର ମୀନା ( କଂଗ୍ରେସ) , ଆଜମେର ଦକ୍ଷିଣ – ଅନିତା ଭଦେଲ (ବିଜେପି) , ଖିୱସାର- ହନୁମାନ ବେନୱାଲ ( ଆରଏଲପି) , ସରଦାର ପୁରା- ଅଶୋକ ଗେହଲଟ ( କଂଗ୍ରେସ ) , ଗୁଢ଼ା ମଲାନୀ – ହେମାରାମ ଚୌଧୁରୀ (କଂଗ୍ରେସ ) , ବାଗିଦୋରା- ମହେନ୍ଦ୍ର ସିଂହ ମାଲବୀୟ ( କଂଗ୍ରେସ) , ନାଥଦ୍ୱାରା- ସିପି ଜୋଶୀ (କଂଗ୍ରେସ), କୋଟା ଉତ୍ତର- ଶାନ୍ତି ଧାରୀୱାଲ (କଂଗ୍ରେସ) , ଝାଲରାପାଟନ – ବସୁନ୍ଧରା ରାଜେ (ବିଜେପି)
ଛତିଶଗଡର ବିଭିନ୍ନ ସ୍ଥାନରେ କିଏ କେଉଁଠି ଆଗରେ ରହିଛି ପଢ଼ନ୍ତୁ । ଅମ୍ବିକାପୁର- ଟିଏସ୍ ବାବା (କଂଗ୍ରେସ), ମରୱାହୀ- ଅଜିତ ଯୋଗୀ (ଜେସିସିଜେ) , ସକତି- ଚରଣ ଦାସ ମହନ୍ତ ( କଂଗ୍ରେସ), ପାଟନ- ଭୁପେଶ ବଘେଲ (କଂଗ୍ରେସ), ଦୁର୍ଗ ଗ୍ରାମୀଣ – ତାମ୍ରଧ୍ୱଜ ସାହୁ (କଂଗ୍ରେସ), ରାଜନନ୍ଦ ଗାଓଁ- ରମଣ ସିଂହ ( ବିଜେପି), ଅନ୍ତାଗଡ- ବିକ୍ରମ ଉସେଦୀ (ବିଜେପି)
ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ କିଏ କେଉଁଠି ଆଗରେ ରହିଛି ପଢ଼ନ୍ତୁ । ଆଦିଲାବାଦ- ଜୋଗୁ ରାମନ୍ନା (ଟିଆରଏସ), ବାଂସୱାଡା- ଶ୍ରୀନିବାସ ରେଡ୍ଡୀ ପରୀଗେ (ଟିଆରଏସ), ସିରସିଲା – କେଟି ରାମାରାଓ (ଟିଆରଏସ), ହୁଜୁରାବାଦ – ଏତେଲା ରାଜେନ୍ଦ୍ର (ଟିଆରଏସ), ସିଦ୍ଧିପେଟ – ହରିଶ ରାଓ (ଟିଆରଏସ), ଗଜୱେଲ- କେ ଚନ୍ଦ୍ରଶେଖର ରାଓ (ଟିଆରଏସ)
ମିଜୋରାମର ବିଭିନ୍ନ ସ୍ଥାନରେ କିଏ କେଉଁଠି ଆଗରେ ରହିଛି ପଢ଼ନ୍ତୁ । ତାୱି- ଆର ଲାଲଜିରାଲିୟାନା (ଏମଏନଏଫ), ଆଇଜଲ ପୂର୍ବ ୧- ଜୋରାମାଂଥାଗା (ଏମଏନଏଫ), ତୁଇଚ୍ୱାଙ୍ଗ- ବୃଦ୍ଧା ଧାନ ଚକମା (ବିଜେପି)