ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ଗଜରାଜଙ୍କ ଉତପାତ୍ ଦେଖିବାକୁ ମିଳୁଛି । କେଉଁଠି ଫସଲ ନଷ୍ଟ କଲେଣି ତ ପୁଣି କେଉଁଠି ଲୋକଙ୍କୁ ଆକ୍ରମଣ । ଯାହାକୁ ନେଇ ଲୋକେ ଛାନିଆ ହୋଇପଡିଛନ୍ତି । ନିକଟରେ ପୁଣି ଏକ ହାତୀ ପଲଙ୍କ ଆତଙ୍କ ନଜରକୁ ଆସିଛି । ଆଜ୍ଞା ହଁ ଖୋର୍ଦ୍ଧ ଜିଲ୍ଲା କାଳୁ ପଡା ଗାଁରେ ହାତୀ ପଲ ପଶି ଧାନ ଗଦା ଏବଂ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲ ମଧ୍ୟରେ ୮ଟି ହାତୀ ଥିବା ଜାଣିବାକୁ ମିଳିଛି । ହାତୀଙ୍କ ଉତ୍ପାତ ଏତେ ମାତ୍ରାରେ ବଢି ଯାଇଛି ଯେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଡରୁଛନ୍ତି । ଏନେଇ ଗାଁ ଲୋକେ ବନବିଭାଗକୁ ଖବର ଦେଇଛନ୍ତି ।
JUST IN
-
ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା | 20 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ଭବାନୀପାଟଣା ୩୫ ଡିଗ୍ରୀ | 20 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୧ ଡିଗ୍ରୀ ଉପରେ ଝାରସୁଗୁଡା | 19 Apr 2024
-
ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 19 Apr 2024
-
ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ | 19 Apr 2024
-
ନିର୍ବାଚନ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା | 19 Apr 2024
-
ହିଟୱେଭ ପାଇଁ ଆଜି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 19 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024