ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୦୨୧ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ମୋଟ ୩୦,୪୨,୨୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ କେତେ ଟଙ୍କା ଦେଇଛନ୍ତି ମୋଦି ସରକାର ।
କୃଷି ଓ କୃଷିଭିତ୍ତିକ କାର୍ୟ୍ୟକ୍ରମ ପାଇଁ – ୧,୫୪,୭୭୫
ପ୍ରତିରକ୍ଷା ପାଇଁ – ୩,୨୩,୦୫୩
ମୁଖ୍ୟ ସବସିଡ୍ ପାଇଁ – ୨,୨୭,୭୯୪
ଶିକ୍ଷା ପାଇଁ – ୯୯,୩୧୨
ସ୍ୱାସ୍ଥ୍ୟ ପାଇଁ – ୬୭,୪୮୪
ସୁଧ ପାଇଁ – ୭,୦୮,୨୦୩
ଗ୍ରାମୀଣ ବିକାଶ ପାଇଁ – ୧,୪୪,୮୧୭
ପରିବହନ ପାଇଁ – ୧,୬୯,୬୩୭
ଗୃହ ବ୍ୟାପାର ପାଇଁ – ୧,୧୪,୩୮୭
ରାଜ୍ୟର ଭାଗ ପାଇଁ – ୨,୦୦,୪୪୭
ଟିକସ ପ୍ରଶାସନ ପାଇଁ – ୧,୫୨,୯୬୨
ପେନସନ ପାଇଁ – ୨,୧୦,୬୮୨
ବାଣିଜ୍ୟ ଓ ଶିଳ୍ପ ପାଇଁ – ୨୭,୨୨୭
ପୂର୍ବୋତ୍ତର ରାଜ୍ୟର ବିକାଶ ପାଇଁ – ୩,୦୪୯
ଶକ୍ତି ପାଇଁ – ୪୨,୭୨୫
ବୈଦେଶିକ ବ୍ୟାପାର ପାଇଁ – ୧୭,୩୪୭
ଅର୍ଥ ପାଇଁ – ୪୧,୮୨୯
ଆଇଟି ଓ ଟେଲିକମ ପାଇଁ – ୫୯,୩୪୯
ଯୋଜନା ଓ ପରିସଂଖ୍ୟାନ ପାଇଁ – ୬,୦୯୪
ବିଜ୍ଞାନ ବିଭାଗ ପାଇଁ – ୩୦,୦୨୩
ସମାଜିକ କଲ୍ୟାଣ ପାଇଁ – ୫୩,୮୭୬
କେନ୍ଦ୍ରଶାସିତ ଅଞ୍ଚଳ ପାଇଁ – ୫୨,୮୬୪
ସହରାଞ୍ଚଳ ବିକାଶ ପାଇଁ – ୫୦,୦୪୦
ଅନ୍ୟାନ୍ୟ ଖର୍ଚ୍ଚ ପାଇଁ – ୮୪,୨୫୬
ବ୍ୟୟବରାଦ କରାଯାଇଛି ।