ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତାକାଲିଠୁ ଆରମ୍ଭ ବିଧାନସଭା ବଜେଟ୍ ଅଧିବେଶନ । କେନ୍ଦ୍ର ବଜେଟ୍ ପରେ ଏବେ ଉପସ୍ଥାପନ ହେବାକୁ ଯାଉଛି ରାଜ୍ୟ ବଜେଟ୍ । ବଜେଟ୍ ଅଧିବେଶନ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଏଥିପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯିବ । ୧୦ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଏବଂ ୨୦୦ କନଷ୍ଟେବଳ ମୁତୟନ ହେବେ ।