ସମ୍ବଲପୁର (ଏଟିଆର ବ୍ୟୁରୋ): ଜାନୁଆରୀରେ ଆରମ୍ଭ ହେବ ହୀରାକୁଦ ଜଳଭଣ୍ଡାରରେ ଅଣ୍ଡରୱାଟର ସର୍ଭେ । ଏନେଇ ଡ୍ୟାମ କର୍ତ୍ତୃପକ୍ଷ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ଉପରମୁଣ୍ଡରେ ଜଳପ୍ରବେଶ ଶୂନ ଥିବା ହେତୁ ଅଣ୍ଡରୱାଟର ସର୍ଭେ କରି ବନ୍ଧର ଫାଟ ମରାମତି କରିବେ ବିଶେଷଜ୍ଞ । ବନ୍ଧ କର୍ତ୍ତୃପକ୍ଷ ଫାଟ ଅନୁଧ୍ୟାନ ସହ ମରାମତି ପାଇଁ ସିଏସଏମଆରଏସକୁ ଅନୁରୋଧ କରିଛନ୍ତି ।