ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ୨୧ ଟି ମିଗ୍ ୨୯ ଏବଂ ୧୨ ଟି ସୁଖୋଇ ୩୦ ଏମ୍କେଆଇ ଯୁଦ୍ଧ ବିମାନ ରୁଷଠାରୁ କିଣିବ । ଏହି ବିମାନ ସବୁ ଅପେକ୍ଷାକୃତ ସୁଲଭ ମୂଏ୍ୟରେ କିଣାଯିବ । ଭାରରୀୟ ବାୟୁସେନା ପାଖରେ ୫୯ ଟି ମଗ୍ ୨୯ ଟି ଲଢୁଆ ବିମାନ ରହିଛି ।
ସ୍ୱଦେଶୀ ଜ୍ଞାନକୈାଶଳରେ ନିର୍ମିି ହୋଇଥବା ୮୩ ଡେଜସ ଯୁଦ୍ଧ ବିମାନ କିଣାଯିବା ପ୍ରସ୍ତାବକୁ ମଞ୍ଜୁରୀ କରିଛନ୍ତି । ୨୭୨ ଲଢୁଆ ବିମାନରୁ ୨୬୮ ଟି ବାୟୁସେନାରେସାମିଲ ହୋଇଛି । ଗତ ବର୍ଷ ୯ ଟି ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନ ଦୁର୍ଘଟଣା ହୋଇ ନଷ୍ଟ ହୋଇଯାଇଛି ।
ଏହା ଦ୍ୱାରା ଏଲଏସି ଏପଂ ଏଲଓସିରେ ଚାଇନା ତଥା ପାମିସ୍ତାନର କଡା ମୁକାବିଲା କରିବାକୁ ଭାରତୀୟ ସେନା ସକ୍ଷମ ହେବ ବୋଲି କୁହାଯାଇଛି । ଭାରତର ଏଭଳି ନିଷ୍ପତ୍ତି ଦେଖି ଚାଇନା ଓ ପାକିସ୍ତାନର ଚିନ୍ତା ବଢିବାରେ ଲାଗିଛି ।