ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ବ୍ରିଟେନ ର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗତ ୨୭ ତାରିଖରେ ଫୋନରେ କଥା ହୋଇ ନିମନ୍ତ୍ରଣ କରିଥିଲେ ମୋଦି ।ଏହାର ପ୍ରତିବଦଳରେ ବ୍ରିଟେନରେ ହେବାକୁ ଯାଉଥିବା ଜି – ସେଭେନ ବୈଠକରେ ଭାରତକୁ ଆମନ୍ତ୍ରଣ କରିଛି ବ୍ରିଟେନ ।
୧୯୯୩ ମସିହାରେ ଶେଷ ଥର ପାଇଁ ଭାରତୀୟ ଜାତୀୟ ଉତ୍ସବରେ ସାଧାରଣତନ୍ତ୍ର ଦିବସରେ ଅତିଥି ହୋଇ ଆସିଥିଲେ ବ୍ରିଟେନର ତôତକାଳୀନ ପ୍ରଧାନମନମନ୍ତ୍ରୀ ଜନ ମେଜର ।ତେବେ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବା ପାଇଁ କଣ କୁଟନୀତ ରହିଛି ,ସେନେଇ ସରକାର ନୀରବ ରହିଥିବା ବେଳେ ଭାରତ ଓ ବ୍ରିଟେନର ଏକ ଦୃଢ ବନ୍ଧୁତ୍ୱ କୁ ଆମେରିକା କୁ ଆଖି ଆଗରେ ରଖି କରାଯାଇଛି ।ତେଣୁ ଆମେରିକାର ନୂଆ ରାଷ୍ଟ୍ରପତି ବାଇଡେନ୍ଙ୍କୁ ନେଇ ଉଭୟ ରାଷ୍ଟ୍ରର ସତର୍କତାର ସହ ନିଜ କାର୍ଡ ଖେଳିବେ ।