ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ ଦୀପାବଳୀରେ ଲୋକେ ବାଣ ଫୁଟାଇବା ପାଇଁ ଉତ୍ସାହିତ ଥିବା ବେଳେ ଆଜି ଆସନ୍ତୁ ଜାଣିବା ଭୁବନେଶ୍ୱରର କେଉଁ କେଉଁ ସ୍ଥାନରୁ ଆପଣ ବାଣ କିଣି ପାରିବେ ।
ସହିଦ ନଗର:- ଜୟଦେବ କଲେଜର ମିନି ଷ୍ଟାଡିୟମ, ଜଗନ୍ନାଥ ମନ୍ଦିର ପାଣ୍ଡରା, ପାଣ୍ଡରା ମେଳଣ ପଡିଆ, ନନ୍ଦନକାନନ ଅଫିସ ପଛପଟ
ଚନ୍ଦ୍ରଶେଖରପୁର:- ପ୍ରଶାନ୍ତି ବିହାର ଦୁର୍ଗାପୂଜା ପଡିଆ, ଆରଟିଓ-୨ ପଛପଟ, କ୍ଲବ ଟାଉନ ପଡିଆ ସାମ୍ନା, ପଦ୍ମାବତୀ ବିହାର, ଶୈଳଶ୍ରୀ ବିହାର ଫେଜ୍-୨ ଡମଣା କ୍ଲବ ପଡିଆ, ଦୁର୍ଗାମଣ୍ଡପ ଅର୍ବାନ ପ୍ରାଇମେରୀ ହେଲ୍ଥ ଷ୍ଟାଡିୟମ, ବିଡିଏ ମାର୍କେଟ ପଛପଟ
ମଞ୍ଚେଶ୍ୱର:- ଗାଡକଣ ମେଳଣ ପଡିଆ, ଧୀରକୁଟି ବସ୍ତି, ଗାଡକଣ ଶବରସାହି ମେଳନ ପଡିଆ, ରସୁଲଗଡ ଦୁର୍ଗାମଣ୍ଡପ, ବମିଖାଲ, ପଳାଶୁଣି ବିଜୁପଟ୍ଟନାୟକ ଖେଳ ପଡିଆ
ଖଣ୍ଡଗିରି:-ବରମୁଣ୍ଡା ଖେଳପଡିଆ, ଜାଗମରା, ଯାତ୍ରାପଡିଆ, ଆଇଗଣିଆ, ଆଇସିଏଆର ଗେଟ
ନୂଆପଲ୍ଲୀ:- ଇନ୍ଦିରା ମଇଦାନ,କସ୍ତୁରିବା ଶିକ୍ଷାଶ୍ରମ
ପାହାଳ:- ପାହାଳ ପୁରୁଣା ଫାଣ୍ଡି
ଲକ୍ଷ୍ମୀସାଗର:- ଲକ୍ଷ୍ମୀସାଗର ଥାନା ସାମ୍ନା, ଲକ୍ଷ୍ମୀସାଗର ମେଳଣ ପଡିଆ
ବଡଗଡ: ବଡଗଡ ମଶାଣି ସାମ୍ନା, ବିଡିଏ ମାର୍କେଟ ପଛପଟ ।