କୋଣାର୍କ (ଏଟିଆର ବ୍ୟୁରୋ) : କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିଲେ ଆମେରିକା ରାଷ୍ଟ୍ରଦୂତ ଓ ତାଙ୍କ ପତ୍ନୀ । ଓଡିଶା ଗସ୍ତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ କିନିଥ୍ ଆଇ ଜଷ୍ଟର ଓ ତାଙ୍କ ପତ୍ନୀ ଆଜି ସକାଳେ କୋଣାର୍କରେ ପହଂଚିଥିଲେ । ସେଠାରେ କୋଣାର୍କ ଥାନା ଅଧିକାରୀ, ଗୋପ ତହସିଲଦାର ଓ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଆମେରିକୀୟ ଦମ୍ପତ୍ତିଙ୍କୁ ସୂର୍ଯ୍ୟମନ୍ଦିର ବୁଲି ଦେଖାଇଥିଲେ । ତେବେ ମନ୍ଦିରର କଳାକୃତି ଓ ଭାସ୍କର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଆମେରିକୀୟ ଦମ୍ପତ୍ତି । ଏଭଳି ଉଚ୍ଚକୋଟୀର କାରିଗରୀ ଅନ୍ୟ କେଉଁଠି ଦେଖିନାହାଁନ୍ତି ବୋଲି ସେମାନେ କହିବା ସହ ଓଡିଶାରେ ବୁଲିବାକୁ ତାଙ୍କୁ ମଜା ଲାଗୁଛି ବୋଲି କହିଛନ୍ତି ।
JUST IN
-
ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 23 Mar 2024
-
ହୀରାକୁଦରେ ବ୍ୟାପୁଛି ଡାଇରିଆ | 23 Mar 2024
-
ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ, ଆଜିଠୁ ନିର୍ବାଚନୀ ମୈଦାନରେ ପ୍ରଚଣ୍ଡ ଲଢେଇ | 23 Mar 2024
-
ଭୁଟାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର୍ ସ୍ୱାଗତ | 22 Mar 2024
-
ରାଜ୍ୟରେ ବଢିବ ତାତି | 22 Mar 2024
-
ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ସମ୍ଭାବନା | 14 Mar 2024
-
ରାଜ୍ୟରେ ନୂତନ ୨୨ଟି ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ | 13 Mar 2024
-
ରାଜ୍ୟରେ ଆଗକୁ ଆହୁରି ବଢିବ ତାତି | 12 Mar 2024
-
ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି | 12 Mar 2024
-
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା,ବୃଦ୍ଧି ହେଲା ଆଶାକର୍ମୀଙ୍କ ଦରମା | 07 Mar 2024
-
ଜାଣନ୍ତୁ କେତେ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର | 07 Mar 2024
-
ଆସନ୍ତାକାଲି ଜାଗର,ନିର୍ଦ୍ଧାରିତ ସମୟରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ | 07 Mar 2024