ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ବିଭିନ୍ନ କାର୍ଯ୍ୟାଳୟରେ ଡ୍ରାଇଭିଂ ଓ ଲର୍ନିଂ ଲାଇାସେନ୍ସ ଟେଷ୍ଟକୁ ବାତିଲ କରି ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ପରିବହନ ବିଭାଗ । ତେବେଜ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ଟେଷ୍ଟକୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ବିଭାଗ ।
ଏହି ବାବଦରେ ସୋସିଆଲ ମିଡିଆରେ ଲୋକଙ୍କୁ ସୁଚିତ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଥର କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ସରକାରଙ୍କ ପକ୍ଷରୁ ସମାନ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏପରିକି କୈାଣସି ଅରେଟିଓରେ ହୋଇପାରିବ ନାହିଁ DL ଓ LL ଟେଷ୍ଟ । ଆରଟିଓମାନଙ୍କରେ ଡିଏଲ ଓ ଏଲଏଲ ପରୀକ୍ଷା ବାତିଲ ପେଇ ।ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ତଥ୍ୟ ପ୍ରକାଶ କରିବେ ।