ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଦର୍ଶନ ବନ୍ଦ କଟକଣା ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତ ମହାବାହୁଙ୍କୁ ଦର୍ଶନ କରି ପାରିବେ ନାହିଁ ।
ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କଟକଣା ମାର୍ଚ ୩୧ ପର୍ୟ୍ୟନ୍ତ ଲାଗୁ କରାଯାଇଥିଲା। ଶ୍ରୀମନ୍ଦିର ନୀତିକାନ୍ତିକୁ ବାଦ୍ ଦେଲେ ଦର୍ଶନ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ ରଖାଯାଇଛି। ଗତକାଲି କାଲି ପୂର୍ବ ଅବଧି ସରିଥିବାରୁ ଏହାକୁ ପୁଣି ବୃଦ୍ଧି କରାଯାଇଛି ।