ନାଟକୀୟ ମୋଡରେ ସିସିଡି ମାଲିକଙ୍କ ନିଖୋଜ ଘଟଣା

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ମଶୁର କ୍ୟାଫେ କଫି ଡେ (ସିସିଡି)ର ସଂସ୍ଥାପକ ଭି.ଜି ସିଦ୍ଧାର୍ଥଙ୍କ ନିଖୋଜ ହେବା ଘଟଣା ଏବେ ଚାରିଆଡେ ହଇଚଇ ସୃଷ୍ଟି କରିଛି । ଯାହା ଏବେ ସବୁଠାରୁ ବଡ ପ୍ରସଙ୍ଗ ପାଲଟିଛି । ଯେଉଁ ସିସିଡି ଆଜିକା ଦିନରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିପାରିଛି । ସେହି ସଂସ୍ଥାର ମାଲିକ ଅଚାନକ୍ ନିଖୋଜ ହେବା ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଏବେ ଘଟଣାରେ ଆସିଛି ନୂଆ ମୋଡ, ଏବେ … Continue reading ନାଟକୀୟ ମୋଡରେ ସିସିଡି ମାଲିକଙ୍କ ନିଖୋଜ ଘଟଣା