ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ପୁଣି ୧୩୬ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରାଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ବାସୀନ୍ଦା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୩୮୬କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଓଡ୍ରାଫ , ଏନଡିଆରଏଫ ଓ ଅଗ୍ନିଶମ ବିଭାଗରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 10th JUNE
New positive cases: 136
In quarantine: 134
Local contacts: 2(Details of local contacts will be shared by concerned District Administration)
District wise Positive Cases
1. Keonjhar: 8
2. Jharsuguda: 4
3. Khordha: 17
4. Dhenkanal: 3
5. Cuttack: 7— I & PR Department, Odisha (@IPR_Odisha) June 11, 2020
ସେହିଭଲି କନ୍ଧମାଳରୁ ୧୫, ମୟୂରଭଞ୍ଜରୁ ୯, କେନ୍ଦୁଝରରୁ ୮, ଗଜପତି ଓ କଟକରୁ ୭ ଜଣ ଲେଖାଏଁ, ଝାରସୁଗୁଡାରୁ ୪, ଢେଙ୍କାନାଳ, ଗଞ୍ଜାମ ଓ ପୁରୀରୁ ୩ ଜଣ ଲେଖାଏଁ, ନୂଆପଡାରୁ ୨, କେନ୍ଦ୍ରପଡା ଓ ସମ୍ବଲପୁରରୁ ଜଣେ ଲୋଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।
6. Kendrapada: 1
7. Nuapada: 2
8. Gajapati: 7
9. Kandhamal: 15
10. Kalahandi: 2
11. Ganjam: 3
12. Puri: 3
13. Mayurbhanj: 9
14. Sambalpur: 1
15. ODRAF/ NDRF/Fire Services:54
(Personnels returned from Amphan duty)— I & PR Department, Odisha (@IPR_Odisha) June 11, 2020