ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ହଜାର ହଜାର ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଆଜି ମଧ୍ୟ ରାଜ୍ୟରୁ ୪ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରୁ ୪ହଜାର ୨୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 15th September
New Positives Cases: 4270
In quarantine: 2478
Local contacts: 1792(Details of local contacts will be shared by concerned Dist Administration)
District Wise Cases
1. Angul: 147
2. Balasore: 150
3. Bargarh: 183
4. Bhadrak: 55
5. Balangir: 97— I & PR Department, Odisha (@IPR_Odisha) September 16, 2020
6. Boudh: 22
7. Cuttack: 374
8. Deogarh: 18
9. Dhenkanal: 63
10. Gajapati: 58
11. Ganjam: 68
12. Jagatsinghpur: 188
13. Jajpur: 162
14. Jharsuguda: 121
15. Kalahandi: 44
16. Kandhamal: 73
17. Kendrapada: 99
18. Keonjhar: 87
19. Khurda: 876
20. Koraput: 83
21. Malkangiri: 64— I & PR Department, Odisha (@IPR_Odisha) September 16, 2020
ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତାଙ୍କ ମଧ୍ୟରୁ ୨୪୭୮ ଜଣ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ୧୭୯୨ ହେଉଛନ୍ତି ଲୋକାଲ କେସ । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ୮୭୬ଜଣ ଚିହ୍ନଟ ହୋଇଛନ୍ତି । ଏହାବ୍ୟତିତ କଟକରୁ ୩୭୪ , ଜଗସିଂହପୁରରୁ ୧୮୮, ବରଗଡରୁ ୧୮୩, ଯାଜପୁରରୁ ୧୬୨ ବାଲେଶ୍ୱରରୁ ୧୫୦ ଓ ଅନୁଗୁଳ ଜିଲ୍ଲାରୁ ୧୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚିଛି । ସେଥିମଧ୍ୟରୁ ୧,୨୫,୭୩୮ ସୁସ୍ଥ ଓ ୩୬,୪୭୩ଜର ଚିକିତ୍ସାଧୀନ ହୋଇଛନ୍ତି ।
22. Mayurbhanj: 131
23. Nawarangpur: 86
24. Nayagarh: 47
25. Nuapada: 119
26. Puri: 287
27. Rayagada: 80
28. Sambalpur: 114
29. Sonepur: 74
30. Sundargarh: 38
31. State Pool: 262New Recovery: 3714
Cumulative Tested: 2567777
Positive: 162920
Recovered: 125738
Active Case: 36473— I & PR Department, Odisha (@IPR_Odisha) September 16, 2020