ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଭାଇରସ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଜି ରାଜ୍ୟରେ ପୁଣି ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳର । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
COVID-19 REPORT FOR 7th JUNE
New cases: 138
In quarantine: 125
Local contacts: 13(Details of local contacts will be shared by concerned District Administration)
District wise Cases
1. Jajpur: 6
2. Khordha: 13
3. Raygada: 1
4. Mayurbhanj: 6
5. Nayagarh: 3
6. Dhenkanal: 3— I & PR Department, Odisha (@IPR_Odisha) June 8, 2020
ଆଜି ଚିହ୍ନଟ ହୋଇଥିବା ନୂତନ ୧୩୮ ମାମଲା ମଧ୍ୟରୁ ଯାଜପୁରର ୬ ଜଣ, ଖୋର୍ଦ୍ଧାର ୧୩, ରାୟଗଡାର ଜଣେ,ମୟୂରଭଞ୍ଜର ୬, ନୟାଗଡର ୩, ଢେଙ୍କାନାଳର ୩, କଟକର ୧୫, କଳାହାଣ୍ଡିର ୨,କେନ୍ଦୁଝରର ୧୦,କନ୍ଧମାଳର ୧୦, ଭଦ୍ରକର ୧୧, ଗଞ୍ଜାମର ୩୩,ସମ୍ବଲପୁରର ଜଣେ, ବଲାଙ୍ଗିରର ଜଣେ,ସୁନ୍ଦରଗଡର ୧୨,ନୂଆପଡାର ୩, ପୁରୀର ୭, କେନ୍ଦ୍ରାପଡାର ଜଣେ ରହିଛନ୍ତି । ସର୍ବମୋଟ ଆଜି ୧୮ ଟି ଜିଲ୍ଲାରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
7. Cuttack: 15
8. Kalahandi: 2
9. Keonjhar: 10
10. Kandhamal:10
11. Bhadrak: 11
12. Ganjam: 33
13. Sambalpur: 1
14. Bolangir: 1
15. Sundargarh: 12
16. Nuapada:3
17. Puri:7
18. Kendrapada:1New recoveries: 178
Cumulative tested: 179415
Positive: 2994
Recovered: 1894
Active: 1089— I & PR Department, Odisha (@IPR_Odisha) June 8, 2020