ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗୁଥିବା ବେଳେ ଆଜି ରାଜ୍ୟରୁ ପୁଣି ୩୯୧୩ ଜଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪୮ଜଣ କ୍ୱାରେଣ୍ଟାଇନ ସେଣ୍ଟର ହୋଇଥିବା ବେଳେ ୧୫୬୫ଟି ଲୋକାଲ କେସ ରହିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 12th September
New Positives Case: 3913
In quarantine: 2348
Local contacts: 1565(Details of local contacts will be shared by concerned Dist Administration)
District Wise Cases
1. Angul: 103
2. Balasore: 134
3. Bargarh: 146
4. Bhadrak: 123
5. Balangir: 142— I & PR Department, Odisha (@IPR_Odisha) September 13, 2020
6. Boudh: 61
7. Cuttack: 382
8. Deogarh: 15
9. Dhenkanal: 74
10. Gajapati: 16
11. Ganjam: 86
12. Jagatsinghpur: 108
13. Jajpur: 128
14. Jharsuguda: 162
15. Kalahandi: 60
16. Kandhamal: 86
17. Kendrapada: 156
18. Keonjhar: 76
19. Khurda: 556
20. Koraput: 100
21. Malkangiri: 68— I & PR Department, Odisha (@IPR_Odisha) September 13, 2020
ତେବେ ସରକାରଙ୍କ ପାଇଁ ଏବେ ଖୋର୍ଦ୍ଧା ଜିଲ୍ଲା ମୁଣ୍ଡବିନ୍ଧାର କରାଣ ପାଲଟିଛି । ପ୍ରତିଦିନ ଶହ ଶହ ସଂଖ୍ୟକ କରୋନା ଆକ୍ରାନ୍ତ ଖୋର୍ଦ୍ଧାରୁ ଚିହ୍ନଟ ହେଉଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ୫୫୬ଜଣ କରୋନୋ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ କଟକରୁ ୩୮୨ଜଣ, କେନ୍ଦ୍ରାପଡାରୁ ୧୫୬ଜଣ, ମୟୂରଭଞ୍ଜରୁ ୧୪୭, ସମ୍ବଲପୁରରୁ ୧୪୧, ନୂଆପଡାରୁ ୧୨୮, ଜଗତସିଂହପୁରରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 147
23. Nawarangpur: 112
24. Nayagarh: 60
25. Nuapada: 128
26. Puri: 212
27. Rayagada: 98
28. Sambalpur: 141
29. Sonepur: 91
30. Sundargarh: 35
31. State Pool: 107New Recovery: 3217
Cumulative Tested: 2423124
Positive: 150807
Recovered: 115279
Active Case: 34849— I & PR Department, Odisha (@IPR_Odisha) September 13, 2020