ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାରେ ଲାଗି ପଡିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ଆଉ ୨୭୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କ୍ୱାରେଣ୍ଟାଇନ ସେଣ୍ଟରୁ ୧୭୦୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୪ ରହିଛି ।
Covid-19 Report For 24th August
New Positive Cases: 2752
In quarantine: 1708
Local contacts: 1044(Details of local contacts will be shared by concerned District Administration)
District Wise Cases
1. Angul: 23
2. Balasore: 129
3. Bargarh: 28
4. Bhadrak: 58
5. Balangir: 14— I & PR Department, Odisha (@IPR_Odisha) August 25, 2020
ଅନ୍ୟପଟେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧାରେ ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧାରୁ ୪୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାକି ଆକ୍ରାନ୍ତ ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । କଟକରୁ ୨୪୭ଜଣ, ଯାଜପୁରରୁ ୨୧୭ଜଣ, ଗଞ୍ଜାମରୁ ୨୧୨ଜଣ, କୋରାପୁଟରୁ ୧୭୪ଜଣ, ମୟୂରଭଞ୍ଜରୁ ୧୩୭ଜଣ ପୁରୀରୁ ୧୪୪ଜଣ, ରାୟଗଡାରୁ ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 24th August
New Positive Cases: 2752
In quarantine: 1708
Local contacts: 1044(Details of local contacts will be shared by concerned District Administration)
District Wise Cases
1. Angul: 23
2. Balasore: 129
3. Bargarh: 28
4. Bhadrak: 58
5. Balangir: 14— I & PR Department, Odisha (@IPR_Odisha) August 25, 2020
6. Boudh: 11
7. Cuttack: 247
8. Deogarh: 6
9. Dhenkanal: 1
10. Gajapati: 60
11. Ganjam: 212
12. Jagatsinghpur: 101
13. Jajpur: 217
14. Jharsuguda: 15
15. Kalahandi: 16
16. Kandhamal: 95
17. Kendrapada: 97
18. Keonjhar: 28
19. Khurda: 423
20. Koraput: 174
21. Malkangiri: 101— I & PR Department, Odisha (@IPR_Odisha) August 25, 2020
ରାଜ୍ୟରୋ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ହଜାର ୨୩୧ ଥିବା ବେଳେ ସେଥି ମଧ୍ୟରୁ ୫୬ହଜାର ୯୨୪ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପେଟ ୨୬ ହଜାର ୮୨୬ଜଣ କରୋନା ରୋଗରେ ଚିକିତ୍ସାଧୀନ ଥିବା ବେଳେ ରାଜ୍ୟରେ ୪୨୮ଜଣଙ୍କର କରୋନାରେ ଜନିତ ମୃତ୍ୟୁ ଘଟିଛି ।