ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟମ୍ବର ୩୦ ତାରିଖ ପୂର୍ବରୁ ବସିବ । କିନ୍ତୁ କେଉଁଠି ଏବଂ କିଭଳି ଅଧିବେଶନ ବସିବ ସେନେଇ ଏପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇ ନାହିଁ ।
ସେପଟେ କୋଭିଟ କଟକଣାରେ ଗୃହ ପରିଚାଳନା ନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଟ୍ୱିଟ କରି ସୂଚନା ଦେଇଛନ୍ତି ।
The next session of Odisha Assembly to be held well before 30th September,by following all #COVID19 guidelines and maintaining social distancing. But,the venue for Monsoon session has not yet been finalised.
(1) https://t.co/yFE1DHHsic— Dr.Surjya Narayan Patro (@SurjyaOfficial) August 18, 2020