ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ଆଜି ପୁଣି ଆଉ ଜଣେ ଭୁବନେଶ୍ୱରର କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେ ସୁସ୍ଥ ହେବା ଏବେ ତାଙ୍କୁ ମେଡିକାଲରୁ ଡିସଜାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି ।
Happy to share that one more COVID-19 positive case from Bhubaneswar has recovered and is being discharged.
With this the total recoveries of the State stand at 33.
— H & FW Dept Odisha (@HFWOdisha) April 23, 2020
ଏବେ ରାଜ୍ୟରୁ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ରାଜ୍ୟରେ ସର୍ବମୋଟ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇ ଗଲେଣି ।