ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେଡି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦୀର୍ଘ ଦିନର ଛକା ପଞ୍ଝା ପରେ ନିଷ୍ପତି ନେଇଛନ୍ତି ବିଜେଡି ସୁପ୍ରିମୋ । ଏଥର ଦଳରେ କିଛି ନୂଆ ଏବଂ ଅଭିଜ୍ଞ ନେତାଙ୍କୁ ସ୍ଥାନ ଦେଇଛି ଦଳ ।
ତେବେ ନଜର ପକାନ୍ତୁ କିଏ କେଉଁଠି ପାଇଲେ ବିଜେଡିି ଟିକେଟ
୯ଟି ଲୋକସଭା ଆସନ :
ବ୍ରହ୍ମପୁର ଲୋକସଭା- ଚନ୍ଦ୍ରଶେଖର ସାହୁ
ନବରଙ୍ଗପୁର ଲୋକସଭା- ରମେଶ ମାଝୀ
କୋରାପୁଟ ଲୋକସଭା- କୌଶଲ୍ୟା ହିକକ୍କା
କଳାହାଣ୍ଡି ଲୋକସଭା- ପୁଷ୍ପେନ୍ଦ୍ର ସିଂଦେଓ
ବରଗଡ- ପ୍ରସନ୍ନ ଆଚାର୍ୟ୍ୟ
ସୁନ୍ଦରଗଡ- ସୁନୀତା ବିଶ୍ବାଳ
ବଲାଙ୍ଗିର- କଳିକେଶ ସିଂଦେଓ
କନ୍ଧମାଳ- ଅଚ୍ୟୁତ ସାମନ୍ତ
ଆସ୍କା- ପ୍ରମିଳା ବିଶୋୟୀ
୬୩ଟି ବିଧାନସଭା ଆସନ :
ବ୍ରହ୍ମପୁର- ବିକ୍ରମ କୁମାର ପଣ୍ଡା
ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା
ଗୋପାଳପୁର- ପ୍ରଦୀପ କୁମାର ପାଣିଗ୍ରାହୀ
ଦିଗପହଣ୍ଡି- ସୂର୍ୟ୍ୟନାରାୟଣ ପାତ୍ର
ମୋହନା- ପୂର୍ଣ୍ଣବାସୀ ନାୟକ
ଚିକିଟି- ଉଷା ଦେବୀ
ପାରଳାଖେମୁଣ୍ଡି- କଲ୍ୟାଣୀ ଗଜପତି
ନବରଙ୍ଗପୁର- ସର୍ବେଶ୍ବର ଦାନି
ଉମରକୋଟ- ସୁବାସ ଗଣ୍ଡ
ଝରିଗାଁ-
ଡାବୁଗାଁ- ମନୋହର ରନ୍ଧାରି
କୋଟପାଡ- ପଦ୍ମିନୀ ଦିଓ୍ବାନ
ମାଲକାନଗିରି-
ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା
ନୂଆପଡା- ରାଜେନ୍ଦ୍ର ଢୋଲକିଆ
ଖରିଆର-
ଲାଞ୍ଜିଗଡ-
ଜୁନାଗଡ- ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ- ମାସୁବି ବାଗ୍
ଭବାନୀପାଟଣା- ଦୁଷ୍ମନ୍ତ ନାୟକ
ନର୍ଲା- ଭୁପେନ୍ଦ୍ର ସିଂ
କୋରାପୁଟ- ରଘୁରାମ ପାଡଲ
ଗୁଣୁପୁର- ରଘୁନାଥ ଗମାଙ୍ଗ
ବିଷମକଟକ- ଜଗନ୍ନାଥ ସାରକା
ରାୟଗଡା- ଲାଲବିହାରୀ ହିମିରିକା
ଲକ୍ଷ୍ମୀପୁର- ପ୍ରଭୁ ଜାନି
ଜୟପୁର- ରବି ନାରାୟଣ ନନ୍ଦ
ପଟାଙ୍ଗି-
କଣ୍ଟାବାଞ୍ଝି- ଅଜୟ ଦାସ
ବ୍ରଜରାଜନଗର- ପଦ୍ମନାଭ ବେହେରା
ଝାରସୁଗୁଡା- ନବକିଶୋର ଦାସ
ଦଶପଲ୍ଲା-ରମେଶ ବେହେରା