ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ୨ଦିନିଆ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏବେ ନଜର ପକାନ୍ତୁ କେତେବେଳେ କେଉଁଠି କି’ କେଉଁ ସମୟରେ ଯିବେ ରାଷ୍ଟ୍ରପତି :
-: ୧୭ ତାରିଖ ସମୟ ୧୦.୪୫ରେ ଭୁବନେଶ୍ୱର ପହଁଚିବେ ରାଷ୍ଟ୍ରପତି
-: ଏହାପରେ କଟକ ଆନନ୍ଦଭବନ ଓ ପରେ ଲ’ କଲେଜ ଯିବେ
-: ସେଠାରୁ ଅପରାହ୍ଣ ୪.୩୫ରେ ବାହାରି ଅପରାହ୍ଣ ୫.୧୦ରେ ପୁରୀରେ ପହଁଚିବେ
-: ୧୮ ତାରିଖ ସକାଳ ୭.୩୦ରେ ସର୍କିଟ ହାଉସରୁ ବାହାରି ଶ୍ରୀମନ୍ଦିର ଯିବେ
-: ୧୦ଟାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶିକ୍ଷାନୁଷ୍ଠାନର ଉଦଘାଟନରେ ଯୋଗଦେବେ
-: ଏହାପରେ ସେଠାରୁ ବାହାରି ୧୧.୦୫ରେ ଭୁବନେଶ୍ୱର ରାଜଭବନ ପହଁଚିବେ
-: ୨.୪୫ରେ ରାଜଭବନରୁ ବାହାରି ଆଇଆଇଟି ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି
-: ସେଠାରୁ ଆସି ୫.୨୦ରେ ରାଷ୍ଟ୍ରପତି ଭୁବନେଶ୍ୱର ଏୟାରପୋର୍ଟ ପହଁଚି ଦିଲ୍ଲୀ ଫେରିଯିବାର ସୂଚନା ମିଳିଛି ।
JUST IN
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 22 Apr 2024
-
ଆକାଶରୁ ବର୍ଷୁଛି ନିଆଁ, ଅସ୍ତବ୍ୟସ୍ତ ଜନଜୀବନ | 22 Apr 2024
-
ଆଜିଠୁ ୩ଦିନ ସକାଳୁଆ ସ୍କୁଲ | 22 Apr 2024
-
ଏପ୍ରିଲ ୨୫ ରୁ ଗ୍ରୀଷ୍ମ ଛୁଟି ଘୋଷଣା, ୨୨ ରୁ ୨୪ ସକାଳୁଆ ସ୍କୁଲ | 21 Apr 2024
-
ବଢି ଚାଲିଛି ଦର,ନଜର ପକାନ୍ତୁ ଆଜିର ସୁନା ଦର ଉପରେ | 21 Apr 2024