ରାୟଗଡା (ଏଟିଆର ବ୍ୟୁରୋ ) :ରାୟଗଡା ପୁଲିସ ହାତରେ ଆନ୍ତଃରାଜ୍ୟ ଗଂଜେଇ ଚାଲାଣ ଗ୍ୟାଙ୍ଗ । ଗ୍ୟାଙ୍ଗର ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ନିଳାଚଳ ସୁନା ମୁଦୁଲି ଓ ରଂଜିତ କୁମାର । ପୁଲିସ ସୂଚନା ମୁତାବକ ଏମାନେ ବିଭିନ୍ନ ସ୍ଥାନକୁ ଗଂଜେଇ ଚୋରା ଚାଲାଣ କରୁଥିଲେ । ଦୀର୍ଘ ୧୦ ବର୍ଷ ଧରି ଗଂଜେଇ ନେଟୱର୍କ ଚଳାଇ ଆସୁଥିବା ନିଳାଚଳ ରାଜସ୍ଥାନ, ଛତିଶଗଡ ଓ ବିଭିନ୍ନ ସ୍ଥାନକୁ ଗଂଜେଇ ଚାଲାଣ କରୁଥିଲା । ପରେ ତା ସହ ସାଥୀ ହୋଇଥିଲା ରଂଜିତ । ଉଭୟ କେରାପୁଟରୁ ଗଂଜେଇ କିଣି ରାୟଗଡା ଫେରୁଥିବା ବେଳେ ରାୟଗଡା ପୁଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୦କିଲୋ ଗଂଜେଇ, ୨ଟି ମୋବାଇଲ ଫୋନ, ନଗଦ ୧୩୫୦ ଟଙ୍କା ଓ ଗୋଟିଏ ଜୁପିଟର ଗାଡିକୁ ଜବତ କରିଛି ପୁଲିସ ।
JUST IN
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୧ ଡିଗ୍ରୀ ଉପରେ ଝାରସୁଗୁଡା | 19 Apr 2024
-
ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 19 Apr 2024
-
ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ | 19 Apr 2024
-
ନିର୍ବାଚନ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା | 19 Apr 2024
-
ହିଟୱେଭ ପାଇଁ ଆଜି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 19 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024
-
ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ | 17 Apr 2024
-
ଆସନ୍ତାକାଲିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା | 17 Apr 2024