ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତ ଦିନକୁ ଦିନ ବଢୁଥିବାରୁ ଏବେ ରାଜ୍ୟ ସରକାର ରାପିଡଟେଷ୍ଟ କରୁଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୨୪୭୪ ଟି ନମୂନା ପରୀକ୍ଷା ହୋଇଛି । ଏନେଇ ଟ୍ୱଇ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Testing data for April 23,2020
Total Tested : 2474
RMRC: 1241
AIIMS: 115
SCB: 548
MKCG: 45
VIMSAR: 66
ILS: 377
IGH: 63
Apollo: 19— H & FW Dept Odisha (@HFWOdisha) April 24, 2020
ସୂଚନା ଅନୁସାରେ ଗତକାଲି ଆରଏମଆସିରେ ୧୨୪୧, ଏମସରେ ୧୧୫ , ଏସିବିରେ ୫୪୮, ଏମକେସିଜିରେ ୪୫, ଭିମସାରରେ ୬୬, ଆଇଏଲଏସରେ ୩୭୭, ଆଇଜିଏଚରେ ୬୩ ଓ ଆପଲରେ ୧୯ଟି ନମୂନା ପରୀକ୍ଷା କରାଯାଇଛି । ଯାହା କରୋନା ଟେଷ୍ଟରେ ରାଜ୍ୟରେ ସର୍ବାଧିକ ।