ଭୁବନେଶ୍ୱର (ଏଟିଆର ବ୍ୟୁରୋ) :ବେସରକାରୀ ସ୍କୁଲ ଫି ଛାଡ଼ କରିବା ପାଇଁ ସରକାରଙ୍କୁ ନର୍ଦ୍ଦେଶ ଦେଇଥିଲେ ହାଇର୍କୋଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ଓ ସ୍କୁଲ କତ୍ତୁପକ୍ଷ ହାଇର୍କୋଟକୁ କହିଥିଲେ । ରାଜ୍ୟ ସରକାର ଏ ନେଇ ହାଇର୍କୋଟ ରେ ଜବାବ ରଖିଥିଲେ । ଆସନ୍ତା ୨୩ ତାରିଖରେ ଏହି ମାମଲା ର ଶୁଣାଣି ହେବ ବୋଲି କୁହାଯାଇଛି ।ଦୀର୍ଘ ୯ ମାସ ହେଲାଣି ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସବୁ ବନ୍ଦ ରହିଛି । ପାଠ ପଢାରେ ରୋକ ଲଗାଯାଇଥିବାରୁ ପିଲାମାନେ ବା ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଜାଉନାହାନ୍ତି ।
ଏ ଭଳି ସ୍ଥଳେ ବେସରକାରୀ ବିଦ୍ୟାଳ ମାନେ ପିଲାମାନଙ୍କ ଠାରୁ ମାସିକ ଦରମା ଆଦାୟ କରୁଛନ୍ତି । ଅଭିଭାବକ ମାନେ କହିଥିଲେ ଯେ ପିଲାମାନେ ଯେତେ ବେଳେ ସ୍କୁଲ ଯାଉନାହାନ୍ତି ତେବେ ଏଭଳି ସ୍ଥଳେ ଆମେ ସ୍କୁଲ ଦରମା କାହିଁକି ଦବୁ । ଏନେଇୁ ସ୍କୁଲ ସଂଘ କହିଥିଲା ପିଲାମାନେ ସ୍କୁଲ ନ ଆସିଲେ ବି କର୍ମଚାରୀ ମାନେ ତାଙ୍କର ଦରମା ନେଉଛନ୍ତି । ଆମେ ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ଦେଉଛୁ ।ତେଣୁ ଅଭିଭାବକ ମାନେ ମାସିକ ଦରମା ଦେବା ବାଧ୍ୟତାମୂଳକ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024