ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ କରି ଦିଆଯାଇଛି । ଫଳରେ ବାହାର ରାଜ୍ୟରେ ବହୁ ଲୋକ ଫସି ହୋଇ ରହିଛନ୍ତି । ସେମାନଙ୍କର ସମସ୍ୟର ସମାଧାନ ପାଇଁ ରାଜ୍ୟ ସରକାର ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି । ପ୍ରବାସୀ ଓଡ଼ିଆମାନେସମସ୍ୟାରେ ଥିଲେ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ସମାଧାନର ରାସ୍ତା ପାଇପାରିବେ ।
ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟ ପାଇଁ କେଉଁ ନୋଡାଲ ଅଫିସର ଅଛନ୍ତି ଓ ତାଙ୍କ ଫୋନ ନମ୍ବର ।
ନୂଆଦିଲ୍ଲୀ/ଏନସିଆର: ସଂଜୀବ ମିଶ୍ର- ୦୬୭୪-୨୨୩୦୧୮୪୮୮
ମହାରାଷ୍ଟ୍ର: ରାଜେଶ ପ୍ରଭାକର ପାଟିଲ- ୦୬୭୪-୨୩୯୨୯୦୬
ପଶ୍ଚିମବଙ୍ଗ: ଶ୍ରୀଭାସ୍କର ଜ୍ୟୋତି ଶର୍ମା- ୦୬୭୪-୨୩୯୦୧୧୬
କେରଳ: ଏମ ମୁଥୁକୁମାର- ୦୬୭୪-୨୩୯୫୫୩୨
ଗୁଜୁରାଟ: ଜୱାଲେ ନୀତିନ ଭାନୁଦାସ- ୦୬୭୪-୨୫୪୩୪୬୧
ତାମିଲନାଡୁ: ଚିତ୍ରା ଅରୁମୁଗମ- ୦୬୭୪-୨୫୩୬୬୩୧
ବିହାର ଓ ଝାଡଖଣ୍ଡ: ସାଦିକ ଆଲାମ- ୦୬୭୪- ୨୫୭୩୩୧୦
ତେଲେଙ୍ଗାନା: ୟେଦୁଲା ବିଜୟ- ୦୬୭୪-୨୩୨୩୦୬୮
ଆନ୍ଧ୍ରପ୍ରଦେଶ: ବି. ପରମେଶ୍ୱରମ- ୦୬୭୪-୨୩୯୩୨୭୫
ଅନ୍ୟ ରାଜ୍ୟ ପାଇଁ: ଅତିତାଭ ଠାକୁର-୦୬୭୪-୨୫୩୩୨୩୦
ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ମାନେ ଏହି ନୋଡାଲ ଅଫିସର ମାନଙ୍କୁ ଯୋଗା ଯୋଗ କରି ନିଜର ସମସ୍ୟା ଜଣାଇ ପାରିବେ ।