ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଉପବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ।
୨୦୧୯ ମସିହା ଜୁନ୍ ପହିଲାରୁ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରେ ରହିଥିଲେ । ବାଚସ୍ପତିଙ୍କ ପରେ ପରେ କିଛି ମନ୍ତ୍ରୀ ମଧ୍ୟ ତାଙ୍କ ପଦରୁ ଇସ୍ତଫା ନେଇଥିବା ସୂଚନା ରହିଛି ।