ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟ କ୍ୟାବିନେଟ ମିଶନ ବୈଠକରେ ମିଶନ ଶକ୍ତି ବିଭାଗ ଓଡିଶାରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି । ଆନ୍ତର୍ଜାରୀୟ ମହିଳା ଦିବସ ଅବସରରେ ଆଜିଠାରୁ ମିଶନ ଶକ୍ତି ବିଭାକ କାର୍ଯ୍ୟକାରୀ ହେବ । ଏହି ବିଭାଗର ଦାୟିତ୍ୱରେ ଦୁଇଜଣ ମହିଳା ଅଛନ୍ତି । ସେମାନେ ହେଲେ ଟୁକୁନି ସାହୁ ଓ ଆଇଏଏସ୍ ସୁଜାତା ଆର କାର୍ତ୍ତିକେୟନ୍ ।
ଏହା ସହ ବିଭାଗର ସଚିବ ରହିବେ ଓଡିଶା କ୍ୟାଡରର ପ୍ରଥମ ମହିଳା ଆଇଏଏସ ସୁଜାତା କାର୍ତ୍ତିକେୟ ।୮୦ ଲକ୍ଷ ଲୋକଙ୍କୁ ଏସଏଚଜି ସଦସ୍ୟାଙ୍କୁ ସଶକ୍ତ କରୁଛି ମିଶନ ଶକ୍ତି ।