ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଯେଉଁଭଳି ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ସେହି ପରିମାଣରେ ମୁତ୍ୟୃ ସଂଖ୍ୟା ମଧ୍ୟ ବୃଦ୍ଧି ପାଇାବରେ ଲାଗିଛି । ପ୍ରତିଦିନ କରୋନା ଜନିତ ମୁତ୍ୟୃ ରାଜ୍ୟରେ ବଢିବଢି ଚାଲିଛି ।
Regret to inform of the demise of eleven Covid positive patients while under treatment in hospitals.
1.A 35 year old male of Bhubaneswar who was also suffering from Diabetes, Hypertension & Old Cerebro Vascular accident.
2. A 52 year old male of Bhubaneswar.
— H & FW Dept Odisha (@HFWOdisha) September 14, 2020
3.A 70 year old female of Bolangir district who was also suffering from Diabetes.
4.A 40 year old female of Bolangir district who was also suffering from Diabetes.
— H & FW Dept Odisha (@HFWOdisha) September 14, 2020
ଆଜି ପୁଣି ଆଉ ୧୧ଜଣଙ୍କର କରୋନା ଜନିତ ମୁତ୍ୟ ଘଟିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାଫଳରେ ରାଜ୍ୟରେ ଏବେ କରୋନା ଜନିତ ମୁତ୍ୟୃ ସଂଖ୍ୟା ୬୩୭ରେ ପହଞ୍ଚଛି ।
5.A 75 year old male of Cuttack district who was also suffering from Diabetes, hypertension, Cerebro Vascular Accident and Chronic Kidney Disease.
6.A 56 year old male of Cuttack district.
7.A 76 year old male of Cuttack district.
— H & FW Dept Odisha (@HFWOdisha) September 14, 2020
ତେବେ ଆଜି ହୋଇଥିବା ୧୧ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ ୪ଜଣ କଟକ ଜିଲ୍ଲାର ହୋଇଥିବା ବେଳେ ବଲାଙ୍ଗିର ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ଓ କନ୍ଦମାଳ ଓ ମୟୂରଭଞ୍ଜ ଓ ନୟାଗଡରୁ ଜଣେ ଲେଖାଏଁ ଅଛନ୍ତି ।
8.A 68 year old male of Cuttack district who was also suffering from Diabetes, Hypertension.
9.A 60 year old female of Kandhamal district.
10.A 54 year old male of Nayagarh district who was also suffering from Diabetes.
— H & FW Dept Odisha (@HFWOdisha) September 14, 2020
11.A 58 year old male of Mayurbhanj district who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 14, 2020