ଭଦ୍ରକ (ଏଟିଆର ବ୍ୟୁରୋ): ଭଦ୍ରକ ବାସୁଦେବପୁରରେ ପୁରୁଷ ହକି ବିଶ୍ୱକପ୍ ପହଁଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି । ତ୍ରିରଙ୍ଗା ରଙ୍ଗରେ ବିରାଟକାୟ କପଡା ଧରି ଛାତ୍ରଛାତ୍ରୀମାନେ ବିଶ୍ୱକପକୁ ସ୍ୱାଗତ କରିଥିଲେ । ଏହାପରେ କଲେଜ ଛକରୁ ଏକ ବିରାଟ ରାଲି ଶୋଭାଯାତ୍ରାରେ ବାହାରିଥିଲା ।
ରାଜ୍ୟରେ ବିଭିନ୍ନ ଭିଲ୍ଲାରେ ବୁଲୁଛି ପୁରୁଷ ହକି ବିଶ୍ୱକପ୍ ।