ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ସପ୍ତାହେ ବିଳମ୍ବରେ ଛୁଇଁବା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।
ଆବରସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ମୌସୁମୀ ବାୟୁ କେରଳରେ ବିଳମ୍ବରେ ପହଁଚିଛି । ସେହିପରି ଆସନ୍ତା ୨୦ ତାରିଖ ବେଳକୁ ଓଡିଶା ଛୁଇଁପାରେ ମୌସୁମୀ ବାୟୁ । ଏନେଇ ପାଣିପାଗ ବିଭାଗ ଆକଳନ କରିଛି ।