ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଅସହ୍ୟ ତାତିରୁ ମିଳିପାରେ ଆଶ୍ୱସ୍ତି । କାରଣ ଦକ୍ଷୀଣ ଓ ଉପକୁଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ କିଛି ସ୍ଥାନରେ ସକାଳୁ ପାଗ କୋହଲା ମଧ୍ୟ ରହିଛି ।
ଅନ୍ୟପଟେ ରାଜ୍ୟରେ ଆଗକୁ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଅସମ୍ଭାଳ ତାତି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।