କଟକ (ଏଟିଆର ବ୍ୟୁରୋ): ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ରୂପରେଖ ବଦଳିବ । ପୀଠର ବିକାଶ କରିବା ଲାଗି ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।
ଶୁକ୍ରବାର ସନ୍ଧ୍ୟାରେ ୫-ଟି ସଚିବ ଭିକେ ପାଣ୍ଡିଆନ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଦ୍ମବନ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ପହଁଛି ପୂଜାର୍ଚ୍ଚନା କରିବା ସହିତ ଆଗାମୀ ଦିନରେ ପୀଠରେ ବିକାଶ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।