ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀରେ ପାଳନ କରାଯାଏ ଅକ୍ଷୟ ତୃତୀୟ । ଅକ୍ଷୟ ସଂକୃତ ଶବ୍ଦ ହେଉଛି ଅନନ୍ତ ବା ଅନ୍ତହୀନ । ଏଥିପାଇଁ ଏହିଦିନଟି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ । ଏହିଦିନ ସମସ୍ତ ନୂତନ କାର୍ଯ୍ୟର ଆରମ୍ଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏଥରକ କେବେ ପାଳନ ହେବ ଅକ୍ଷୟ ତୃତୀୟା ଏହାର ଶୁଭ ଯୋଗ ଏବଂ ଶୁଭ ମୁହୂର୍ତ୍ତ ।
ଅକ୍ଷୟ ତୃତୀୟା ତିଥି:
ବୈଶାଖ ଶୁକ୍ଳ ତୃତୀୟା ତିଥି ଆରମ୍ଭ: ୨୨ ଏପ୍ରିଲ, ଶନିବାର, ସକାଳ ୭ ଟା ୪୯ ମିନିଟ୍ ରୁ
ବୈଶାଖ ଶୁକ୍ଳ ତୃତୀୟା ତିଥି ସମାପ୍ତ: ୨୩ ଏପ୍ରିଲ,ରବିବାର, ସକାଳ ୭ ଟା ୪୭ ମିନିଟ୍
ଅକ୍ଷୟ ତୃତୀୟା ପୂଜାର ଶୁଭ ମୁହୂର୍ତ୍ତ: ୨୨ ଏପ୍ରିଲ, ଶନିବାର ସକାଳ ୭ ଟା ୪୯ ରୁ ଦ୍ୱିପ୍ରହର ୧୨ ଟା ୨୦ ମିନିଟ୍ ଯାଏଁ