ଭଉଁରୀ ଯାତ୍ରା: ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ATRNEWS BUREAU 12 May 2023 RELIGION Leave a comment ପୁରୀ (ଏଟିଆର ବ୍ୟୁରୋ): ଆଜି ଭଉଁରୀ ଯାତ୍ରା । ଏହି ଅବସରରେ ତିନି ରଥର ଦୁଇ ଦୁଇଟି ଚକରେ ଗୋଟିଏ ଅଖ ଯୋଖା ହୋଇ ଚକ ଡେରା ନୀତି ସମ୍ପନ୍ନ ହୋଇଛି । ଶ୍ରୀମନ୍ଦିରରେ ଆଜ୍ଞାମାଳ ଆସିବା ପରେ ଭୋଇ ସେବକଙ୍କ ଦ୍ୱାରା ତିନି ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । #AtrNews #Religion #RathaKhala 2023-05-12 ATRNEWS BUREAU Tags #AtrNews #Religion #RathaKhala