ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭାଇ ଭଉଣୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଯେଉଁ ସମ୍ପର୍କକୁ ନାଁ କେବେ ଭୁଲି ହୁଏ ନାଁ କେବେ ଭୁଲାଇ ହୁଏ । ଭାଇ ଟିଏ ଯେତେ ଦୁରରେ ଥାଉ ନା କାହିଁକି ସେ ସବୁବେଳେ ରହିଥାଏ ତା ଭଉଣୀର ହୃଦୟରେ । ଆଜି ହେଉଛି ସେଇ ସେଇ ଭାଇ – ଭଉଣୀ ସମ୍ପର୍କର ପର୍ବ ‘ଭାଇ ଦୁଜ’ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅର୍ଥାତ ଦୀପାବଳିର ଦୁଇ ଦିନ ପରେ ପାଳନ କରାଯାଏ ‘ଭାଇ ଦୁଜ’ । ଭଉଣୀ ଛୋଟ ହେଉ କି ବଡ ହେଉ , ପାଖରେ ଥାଉ କି ଦୂରରେ ଥାଉ ସେ ସବୁ ବେଳେ ତା ଭାଇର ଶୁଭ ମନାସିବା ସହ ଦୀର୍ଘ ଜୀବନ କାମନା କରିଥାଏ । ଏହି ପର୍ବଟି ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅଟୁତ ଭଲ ପାଇବା ଓ ବିଶ୍ୱାସର ପ୍ରତୀକ ଅଟେ । ରାକ୍ଷୀପୂର୍ଣ୍ଣିମା ପରି ଏହି ପର୍ବ ପାଳନର ମଧ୍ୟ ସ୍ୱତନ୍ତ୍ର ରୀତିନୀତି ରହିଛି । ଭଉଣୀ ଭାଇର ମୁଣ୍ଡରେ ତୀଳକ ଲଗାଇବା ସହ ତାର ବନ୍ଦାପନା କରିଥାଏ । । ଉଭୟ ଉଭୟକୁ ମିଠା ଖୁଆଇ ତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁମଧୁର କରିଥାନ୍ତି । ଭାଇର ଦୀର୍ଘ୍ର ଆୟୂଷ , ସୁସ୍ଥ ଶରୀର , ସୁଖ ସମୃଦ୍ଧି କାମନା କରି ଭଉଣୀଟିଏ ଭାଇପାଇଁ ଏହି ପର୍ବ ପାଳନ କରିଥାଏ । ଭାଇ ସହ ବର୍ଷ ତମାମ ଯେତେ ଝଗଡା ହେଇଥାଉନା କାହିଁକି ଏହି ପର୍ବରେ ଭଉଣୀଟି ସବୁ ଭୁଲି ଯାଇ ତା ଭାଇର ଶୁଭ କାମନା କରିଥାଏ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024