ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଧନ ଦେବୀ ମା ଲକ୍ଷ୍ମୀ । ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧିବିଧାନ ସହ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କୁହାଯାଏ କି ମା ଲକ୍ଷ୍ମୀ ଗୋଟେ ସ୍ଥାନରେ ଦୀର୍ଘ ସମୟ ଯାଏଁ ରହିନଥାନ୍ତି । ସେ ଚଞ୍ଚଳ ସ୍ୱଭାବର । ତାଙ୍କୁ ଚଞ୍ଚଳା ବୋଲି କୁହାଯାଇଥାଏ । ସେଥିପାଇଁ ନିୟମିତ ମା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍ । ଯଦି ଆପଣ ବି ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ତେବେ ପୂଜା ସମୟର କିଛି ମନ୍ତ୍ର ଜପନ୍ତୁ । ଏହି ମନ୍ତ୍ର ଜପିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
୧ ଓଁ ଶ୍ରୀ ମହାଲକ୍ଷେ୍ମ÷ ଚ ବିଦ୍ମହେ ବିଷ୍ଣୁ ପତ୍ନୈ ଚ ଧମହି ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍ ଓଁ । ।
୨ ଓଁ ହ୍ରିଂ ଶ୍ରୀଂ କ୍ରିଂ ଶ୍ରୀଂ କୁବେରାୟ ଅଷ୍ଟ-ଲକ୍ଷ୍ମୀ ମମ ଗୃହେ ଧନଂ ପୁରୟ ପୁରୟ ନମଃ । ।
୩ ଓଁ ଶ୍ରୀଂ ହ୍ରିଂ କ୍ଲିଂ ତ୍ରିଭୁବନ ମହାଲକ୍ଷେ୍ମ÷ ଅସ୍ମାଂକ ଦାରିଦ୍ରୟ
ନାଶାୟ ପ୍ରଚୁର ଧନ ଦେହି ଦେହି କ୍ଲିଂ ହ୍ରିଂ ଶ୍ରୀଂ ଓଁ । ।
୪ ଓଁ ହ୍ରିଂ ଶ୍ରିଂ କ୍ରିଂ ଶ୍ରିଂ କ୍ରିଂ କ୍ଲିଂ ଶ୍ରୀଂ ମହାଲକ୍ଷ୍ମୀ ମମ
ଗୃହେ ଧନଂ ପୁରୟ ପୁରୟ ଚିନ୍ତାୟୈ ଦୁରୟ ଦୁରୟ ସ୍ୱାହା । ।
୫ ଓଁ ସର୍ବବାଧା ବିନିର୍ମୁକ୍ତୋ, ଧନ ଧାନ୍ୟଃ ସୁତାନ୍ୱିତଃ
ମନୁଷୋ ମତ୍ପ୍ରସାଦେନ ଭବିଷ୍ୟତି ନ ସଂଶୟ ଓଁ । ।
୬ ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାଳୟେ ପ୍ରସୀଦ
ପ୍ରସିଦ ଓଁ ଶ୍ରୀଂ ହ୍ରିଂ ଶ୍ରୀଂ ମହାଲକ୍ଷେ୍ମ÷ ନମଃ । ।
୭ ଓଁ ଶ୍ରୀଂହିଂ ଶ୍ରିଂ କମଳେ କମଳାଳୟେ ପ୍ରସିଦ ପ୍ରସିଦ ଶ୍ରୀଂ ହ୍ରୀଂ ଶ୍ରୀଂ ଓଁ ମହାଲକ୍ଷ୍ମୀ ନମଃ । ।