ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ । ଏହିଦିନ ଲୋକେ ଗୁରୁବର ବ୍ରତ ରଖନ୍ତି ଏବଂ କଦଳୀ ଗଛକୁ ପୂଜା କରନ୍ତି । କୁହାଯାଏ କି ଏହିଦିନ ଭଗବାନଙ୍କୁ ଶ୍ରଦ୍ଧା ଓ ନିଷ୍ଠାରେ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନ ରେ ସମସ୍ତ କଷ୍ଟ ଦୂର ହୋଇଥାଏ । ଏହିଦିନ ପୂଜା ସହିତ ଯଦି ଭଗବାନ ବିଷ୍ଣୁଙ୍କ ପ୍ରଭାବୀ ମନ୍ତ୍ର ଜପିବେ ତେବେ ସୁଖୀ ଜୀବନର ଆଶିଷ ପ୍ରାପ୍ତ କରି ପାରିବେ । ତେବେ ଆସନ୍ତୁ ଜଣିବା ଭଗବାନ ବିଷ୍ଣୁଙ୍କୁ ମନ୍ତ୍ର..
ସରଳ ମନ୍ତ୍ର:
ଓଁ ଅଂ ବାସୁଦେବାୟ ନମଃ
ଓଁ ଆଂ ସଂକର୍ଷଣାୟ ନମଃ
ଓଁ ଅଂ ପ୍ରଦ୍ଧୁମ୍ନାୟ ନମଃ
ଓଁ ଅଃ ଅନିରୁଦ୍ଧାୟ ନମଃ
ଓଁ ନାରାୟଣ ନମଃ
କରନ୍ୟାସ ମନ୍ତ୍ର:
ଓଁ ବ୍ରାଂ ଅଂଗୁଷ୍ଠାଭ୍ୟାଂ ନମଃ
ଓଁ ବ୍ରିଂ ତର୍ଜନିଭ୍ୟାଂ ନମଃ
ଓଁ ବ୍ରୁଂ ମଧ୍ୟମାଭ୍ୟାଂ ନମଃ
ଓଁ ବ୍ରୈଂ ଅନାମିକାଭ୍ୟାଂ ନମଃ
ଓଁ ବ୍ରୌଂ କନିଷ୍ଠିକାଭ୍ୟାଂ ନମଃ
ଓଁ ବ୍ରଃ କରତଳ କର ପୃଷ୍ଠାଭ୍ୟାଂ ନମଃ । ।
ବିନିଯୋଗ ମନ୍ତ୍ର:
ଓଁ ଅସ୍ୟ ବୃହସ୍ପତି ନମଃ
ଓଁ ଅନୁଷ୍ଠୁପ ଛନ୍ଦସେ ନମଃ
ଓଁ ସୁରାଚାର୍ଯ୍ୟୋ ଦେବତାୟୈ ନମଃ
ଓଁ ବୃଂ ବିଜାୟ ନମଃ
ଓଁ ଶକ୍ତୟେ ନମଃ
ଓଁ ବିନିୟୋଗାୟ ନମଃ । ।
ବିଷ୍ଣୁଙ୍କ ପଞ୍ଚରୂପ ମନ୍ତ୍ର:
ଓଁ ହ୍ରୀଂ କାର୍ତବିର୍ୟାର୍ଜୁନୋ ନାମ ରାଜା ବାହୁ ସହସ୍ରୱାନ । ୟସ୍ୟ ସ୍ମରେଣ ମାତ୍ରେଣ ହ୍ରତଂ ନଷ୍ଠଂ ଚ ଲଭ୍ୟତେ । ।
ଧନ-ବୈଭବ ଏବଂ ସମ୍ପନ୍ନତା ମନ୍ତ୍ର:
ଓଁ ଭୁରିଦା ଭୁରି ଦେହିନୋ, ମା ଦଭ୍ରଂ ଭର୍ଯ୍ୟା ଭର । ଭୁରି ଘେଦିନ୍ଦ୍ର ଦିତ୍ସସି ।
ଓଁ ଭୁରିଦା ତ୍ୟସି ଶ୍ରୁତଃ ପୁରୁତ୍ରା ଶୁର ବୃତ୍ରହନ୍ । ଆ ନୋ ଭଜସ୍ୱ ରାଧାସି । ।