ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ମହାଶିବରାତ୍ରୀ । ଏହା ଭଗବାନ ଶିବଙ୍କର ଏକ ବଡ ପର୍ବ । ଆଜିର ଦିନରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତଠାରୁ ନେଇ ପୂଜା ବିଧି ଯାଏଁ ବିଭିନ୍ନ ଉପାୟ କରିଥାନ୍ତି ଭକ୍ତ । ବିଶ୍ୱାସ ରହିଛି କି ଯଦି ଶ୍ରଦ୍ଧା ମନରେ ବ୍ରତ ଓ ପୂଜା କରାଯିବ ତେବେ ସମସ୍ତ ଫଳ ପ୍ରାପ୍ତି ହେବ । ତେବେ ଆସନ୍ତୁ ଜାଣିବା କେଉଁ ବିଧିରେ ପୂଜା କରିବେ । ପ୍ରସାରେ ଶିବଙ୍କୁ କଣ ଚଢାଇବେ ।
ଏହି ପୂଜା ବିଧିରେ କରନ୍ତୁ ଆରାଧନା:
– ଭଗବାନ ଶିବଙ୍କୁ ପୂଜା ସମୟରେ ସଫା ଆସନରେ ବସି ଆରଧନା କରନ୍ତୁ ।
– ପୂଜାର ସମସ୍ତ ସାମଗ୍ରୀକୁ ଏକାଠି ରଖି ଦୀପ ଜଳାନ୍ତୁ ।
– ଜଳାଭିଶେକ ପରେ ଶିବ ପାଠ କରନ୍ତୁ । ଖୀର, ଦହି, ମହୁ, ପାଣିରେ କରନ୍ତୁ ଭଗବାନ ଶିବଙ୍କୁ ଅଭିଶେକ ।
– ଶିବଲିଙ୍ଗରେ ବେଲପତ୍ର ଚଢାଇ ହାତ ଯୋଡି ପ୍ରାର୍ଥନା କରନ୍ତୁ ।
– ପୂଜା ପରେ ଭଗବାନଙ୍କୁ ନିଜ ଭୁଲର କ୍ଷମା ମାଗନ୍ତୁ । ଏହାପରେ ନିଜ ଇଛା ପ୍ରାପ୍ତିର କାମନା କରନ୍ତୁ ।
ଏହି ଜିନିଷରେ କରନ୍ତୁ ଶିବଙ୍କୁ ଆରାଧନା:
ଭୋଳାନାଥଙ୍କର ପ୍ରିୟ ହେଉଛି ଭାଙ୍ଗ, ଦୁର୍ଦୁରା, ବେଲପତ୍ର, କନିଅର । ଏହାଦ୍ୱାରା ଭଗବାନଙ୍କୁ ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇ ବରଦାନ ପ୍ରାପ୍ତି କରିଥାନ୍ତି ।
ଭଗବାନ ଶିବଙ୍କ ପୂଜାରେ ସିନ୍ଦୁର ଚଢାଇବାର ଖାସ୍ ପରମ୍ପରା ରହିଛି । ବୈଦ୍ୟନାଥ ଧାମକୁ ଭୋଳାନାଥଙ୍କ ପୀଠ ବୋଲି କୁହାଯାଇଥାଏ । ଏଠାରେ ଶିବଙ୍କ ସହିତ ମାତା ପାର୍ବତୀଙ୍କର ମଧ୍ୟ ବିଧି ବିଧାନ ସହିତ ପୂଜା କରାଯାଇଥାଏ । ଶିବରାତ୍ରୀ ମହିଳାଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । ଏହିଦିନ ମହିଳାମାନେ ଶ୍ରଦ୍ଧା ମନରେ ପୂଜା କରିବା ସହ ସିନ୍ଦୁର ଚଢାଇଥାନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024