ଭୁବେନେଶ୍ୱର (ଏଟିଆର ବ୍ୟୁରୋ); ଭାରତର ପାରିବାରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନ ଆଜି ବେଲଜିୟମକୁ ଭେଟିବ । ଲିଗ ମ୍ୟାଚ ସରିବା ପରେ କ୍ରସ ଓଭର ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡାମୁକାବିଲା ଦେଖିବାକୁ ମିଳିବ । କାରଣ ଏହି ମ୍ୟାଚ ଉପରେ ଦଳ କ୍ୱାଟର ଫାଇନାଲକୁ ଯିବ କି ନାଇଁ ତାହା ଭରଷା କରେ । ଏଣୁ ଉଭୟ ଦଳ କର ବା ମର ପରିସ୍ଥିତିରେ ପଡିଆକୁ ଓହ୍ଲାଇବେ । ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ଜିତିବ ସେ କ୍ୱାଟରଫାଇନାଲରେ ଜାପାନକୁ ଭେଟିବ । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ ନେଦରଲ୍ୟାଣ୍ଡ ଓ କାନାଡ଼ା । ବିଜୟୀ ଦଳ ଭାରତ ସହ କ୍ୱାର୍ଟର ଫାଇନାଲ୍ ଲଢ଼େଇରେ ସାମନା ସାମନି ହେବ । ଏଣୁ ଦ୍ୱିତୀୟ ମ୍ୟାଚ ଉପରେ ଭାରତର ଭାଗ୍ୟ ଭବିଷ୍ୟତ ନିର୍ଭର କରେ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024