ପୁନେ (ଏଟିଆର ବ୍ୟୁରୋ) ; ଦ୍ୱିତୀୟ ମ୍ୟାଚର ରୋମାଞ୍ଚକ ପରିସ୍ଥିତିରେ ଟାଇ ହେବା ପରେ ସମସ୍ତଙ୍କ ନଜର ଆଜିର ମ୍ୟାଚ ଉପରେ । ପ୍ରଥମ ମ୍ୟାଚରେ ସହଜ ବିଜୟ ସହ ଭାରତ ୧-୦ ରେ ସିରିଜରେ ଆଗୁଆ ରହିଛି । ତେବେ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସ ମ୍ୟାନଙ୍କ ଖେଳ ପାଇଁ ଇଣ୍ଡିଜ ଦଳର ମନୋବଳ ବଢ଼ିଯାଇଛି । ଆଜି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡାଟକ୍କର ଦେଖିବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି ।
ବିଶ୍ରାମ ପରେ ଆଜି ଭାରତୀୟ ଦଳକୁ ଦୁଇ ଭରଷା ଯୋଗ୍ୟ ବୋଲର ବୁମରା ଏବଂ ଭୁବନେଶ୍ୱର କୁମାର ଫେରିଛନ୍ତି । ଯଦି ଏହି ଦୁଇ ଖେଳାଳୀ ଦଳରେ ସାମିଲ ହେବା ପରେ ଦଳର ବୋଲିଂ ପଲା ଭାରିିପାରେ । ତେବେ ଇଣ୍ଡିଜ ଦଳର ଖେଳାଳି ମଧ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି । ଏଣୁ ଆଜିର ମ୍ୟାଚ ଏକ ହାଇଭୋଲଟେଜ ମ୍ୟାଚ ହେବ ।
JUST IN
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 22 Apr 2024
-
ଆକାଶରୁ ବର୍ଷୁଛି ନିଆଁ, ଅସ୍ତବ୍ୟସ୍ତ ଜନଜୀବନ | 22 Apr 2024
-
ଆଜିଠୁ ୩ଦିନ ସକାଳୁଆ ସ୍କୁଲ | 22 Apr 2024
-
ଏପ୍ରିଲ ୨୫ ରୁ ଗ୍ରୀଷ୍ମ ଛୁଟି ଘୋଷଣା, ୨୨ ରୁ ୨୪ ସକାଳୁଆ ସ୍କୁଲ | 21 Apr 2024
-
ବଢି ଚାଲିଛି ଦର,ନଜର ପକାନ୍ତୁ ଆଜିର ସୁନା ଦର ଉପରେ | 21 Apr 2024